Spiritual

DURGA STUTI

FOR THE FIRST TIME EVER
By BISWANATH & BISWANATH DASH Verified Author
Choose Format / Edition
Paperback Print
₹120 ₹179
Ships to your doorstep
About This Book
ଉକ୍ତ ପୁସ୍ତକଟି କେବଳ ଆଦିଶକ୍ତି, କରୁଣାଦାୟିନୀ ମା’ ଦୁର୍ଗାଙ୍କର ଅଲୌକିକ ଦିବ୍ୟଶକ୍ତିର ପ୍ରଚାର ଓ ପ୍ରସାର ନିମନ୍ତେ ତଥା ଓଡିଶାର ପ୍ରତିଟି ଘରେ ପହଞ୍ଚିବା ଉଦ୍ଦେଶ୍ୟରେ କରାଯାଇ ଅଛି । ପୁସ୍ତକଟି ସଂପୂର୍ଣ୍ଣ ଭାବରେ ଚଉଦ ଅକ୍ଷର ଦାଣ୍ଡି ବୃତ୍ତରେ ଛନ୍ଦ ଆକାରରେ ପଠନ, ଗାୟନ ଓ ଦେବୀଙ୍କର ଜ୍ଞାନ ଆହରଣ ଉପଯୋଗୀ ହେବା ନିମନ୍ତେ ଅନେକ ପରିଶ୍ରମରେ ଲିଖିତ ହୋଇଛି । ଊକ୍ତ ପୁସ୍ତକରେ ଦୁର୍ଗା ସପ୍ତଶତୀର ଆଖ୍ୟାନ ଓ ଆଦିଶକ୍ତି ମା’ ଦୁର୍ଗାଙ୍କର ସୃଷ୍ଟିର ରହସ୍ୟ, ମା’ ଶାରଳା, ମା’ ତାରିଣୀ, ମା’ ବିମଳା, ମା’ ମଙ୍ଗଳା, ମା’ ସିଦ୍ଧ ରାମଚଣ୍ଡୀ, ମା’ ତାରାତାରିଣୀ ଏବଂ ମା’ ସମଲେଇ, ତିର୍ତ୍ତୋଲ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କନକଦୁର୍ଗା, ଗ୍ରାମଦେବୀ ମା’ ବଜ୍ର ମହାକାଳୀଙ୍କର ସ୍ତୁତି ସହିତ ଓଡିଶା ଓ ଭାରତର ଅନ୍ୟାନ୍ୟ ଶକ୍ତିପୀଠ ଯଥା ମା’ ବିରଜା, ନାରାୟଣୀ, ଭଗବତୀ, ହିଙ୍ଗୁଳା, କାମାକ୍ଷ୍ୟା ଆଦି ଦେବୀମାନଙ୍କର ସ୍ତୁତି ରହିଛି । ଏହା ସହିତ ଶ୍ରୀରାମଙ୍କ ଉପରେ ମା’ ଦୁର୍ଗାଙ୍କର ଅସୀମ କୃପା ଓ ସ୍ତୁତି, ନବରାତ୍ର ର ମହତ୍ତ୍ଵ ଓ ଦେବୀ ସ୍ତୁତି, ଦଶ ମହାବିଦ୍ୟାଙ୍କର ସ୍ୱରୂପ ଓ ସ୍ତୁତି ଏବଂ ଶେଷରେ ଆଦିମାତା ମା’ ଦୁର୍ଗାଙ୍କର ଅପୂର୍ବ ସ୍ତୁତିଗାନ କରାଯାଇ ଅଛି ।
Book Specifications
Language
Odia
ISBN
978-81-17234-20-4
Format
Paperback
Publisher
PustakInk Press
100% Genuine Direct Publisher Copy
Directly dispatched from PustakInk print warehouse
Express Shipping Across India
FREE Delivery on orders ₹499+ (or flat ₹69)
7-Day Replacement for Transit Damage
Zero-hassle replacement if damaged in courier
Author Royalty Protected on Every Copy
Direct support to verified author on every purchase
B
BISWANATH
Author of "DURGA STUTI"
View Author Profile & Books
₹ 120
M.R.P.: ₹179 Save ₹59 (33%)
Inclusive of all taxes
Standard Delivery: ₹69 Add ₹379 for FREE
FREE Delivery on orders ₹499+
Pre-Order Edition
Releases in 2 days (Oct 17, 2026)
Delivery Availability India Post Network

Readers Also Explored

12 Books
Similar titles in Spiritual and popular recommendations
DURGA STUTI
DURGA STUTI
₹120
Book link copied to clipboard!

Get a Call Back & Claim 10% Off!

Leave your details for quick support

Have questions about publishing or book purchasing? Request a callback from our team and get a FLAT 10% DISCOUNT code!

Track Order LIVE
Ask PustakInk